Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଛେଳି ଚୋର ଗିରଫ: ଚୋରି କରି ନେବା ବେଳେ ମାଡି ବସିଲେ ଗାଁ ଲୋକେ

12/11/2020 at 10:26 PM

ବାଲିପାଟଣା୧୨/୧୧: ଛେଳି ଚୋରୀ କରି ନେଉଥିବା ବେଳେ ୨ ଛେଳି ଚୋରଙ୍କୁ ଧରି ପୋଲିସ୍ ଜିମା ଦେଲେ ସ୍ଥାନୀୟ ଲୋକେ। ବାଲିପାଟଣା ଥାନା ଟିଙ୍କିପଡା ଗ୍ରାମର ସାମେଲୀ ପ୍ରଧାନ ଛେଳି ଚରାଉଥିଲେ। ଶୌଚ ପାଇଁ ଯାଇଥିବା ବେଳେ ୨ ଜଣ ଚୋର ଏକ ବାଇକରେ ଆସି ତାଙ୍କ ୨ଟି ଛେଳିକୁ ନେଇ ଯାଉଥିଲେ। ସାମେଲୀ ଏହା ଦେଖି ଚିତ୍କାର କରି ଡାକ ପକାଇଥିଲେ।

ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକେ୨ ଚୋରଙ୍କୁ କାବୁ କରିଥିଲେ। ଦୁଇଜଣ ଚୋର ହେଲେ ବାଲିପାଟଣା ଥାନା ବାରହଳ ଗ୍ରାମର ମହସିମ୍ ଖାଁ ଏବଂ ରନିବ୍ ଖାଁ। ପୋଲିସ୍ ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏମାନଙ୍କ ନିକଟରୁ ଏକ ମୃତ ବଗ ମଧ୍ୟ ମିଳିଛି । ବଗଟିକୁ ଏମାନେ ଶିକାର କରିଥିବା ସୂଚନା ମିଳିଛି। ଚୋରୀ ପାଇଁ ବ୍ୟବହୃତ ହୋଇଥିବା ବାଇକକୁ ମଧ୍ୟ ପୋଲିସ୍ କରିଛି। ସୂଚନାଥାଉକି ଗତ ଏକ ବର୍ଷ ମଧ୍ୟରେ ଏହି ଅଞ୍ଚଳରୁ ହଜାରରୁ ଉର୍ଦ୍ଧ୍ବ ଛେଳି, ମେଣ୍ଢା ଚୋରୀ ହୋଇସାରିଲେଣି।

   Related Posts