ଗଂଜାମ ଜିଲ୍ଲା ଗୁଣ୍ଡୁରିବାଡିରେ ଛେଳିମାଲିକଙ୍କୁ ନିର୍ମମ ହତ୍ୟା: କାରଣ ଅସ୍ପଷ୍ଟ
Published By : Prameya-News7 Bureau | September 03, 2018 IST
ସୋରଡା ୩|୯: ଗଂଜାମ ଜିଲ୍ଲା ସୋରଡା ଥାନା ଗୁଣ୍ଡୁରିବାଡି ଗାଁର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଛେଳି ମାଲିକଙ୍କୁ ହତ୍ୟା ହୋଇଛି। ମୃତକ ହେଲେ ବାଞ୍ଝା ଗଉଡ । ଗତ କାଲି ରାତିରେ ସେ ଛେଳି କୁଆଁରୀରେ ଶୋଇଥିବା ବେଳେ ଧାରୁଆଅସ୍ତ୍ରରେ କେହି ଆକ୍ରମଣ କରି ହତ୍ୟା କରିଥିବା ଜଣାପଡୁଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସୋରଡା ପୋଲିସର ତଦନ୍ତ ଚଳାଇଛି।ପୂର୍ବରୁ ଛେଳି ଚୋରିକୁ ନେଇ ଗଣ୍ଡଗୋଳ ହୋଇଥିଲା ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।