ବଦଳିବେ ଗୋଆ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 15, 2018 IST

ଗୋଆ ୧୫/୯ : ବଦଳିବେ ଗୋଆ ମୁଖ୍ୟମନ୍ତ୍ରୀ। ଦୀର୍ଘଦିନ ଧରି ଅସୁସ୍ଥଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ଥାନରେ ନୂଆ ନେତା ଚୟନ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମତ ଶାହଙ୍କୁ ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ଜଣାଇବାପରେ ବିଜେପି ଏବେ ପାରିକରଙ୍କ ବିକଳ୍ପ ଖୋଜୁଛି। ଗୋଆରେ ମେଣ୍ଟ ସରକାର ଥିବାରୁ ବିଜେପି ପାଇଁ ନୂଆ ନେତା ଚୟନ ସେତେଟା ସହଜ ହେବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.