Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସଂଖ୍ୟା ଗରିଷ୍ଠତା ପ୍ରମାଣଦେଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ , ମନୋହରଙ୍କ ପରେ ସମ୍ଭାଳିବେ ପ୍ରମୋଦ ସାଓ୍ଵନ୍ତ

20/03/2019 at 5:28 PM

ଗୋଆ ୨୦/୩- ମନୋହର ପାରିକରଙ୍କ ମୃତ୍ୟୁପରେ ଗୋଆର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିବା ପ୍ରମୋଦ ସାଓ୍ଵନ୍ତ ଆଜି ନିଜର ସଂଖ୍ୟା ଗରିଷ୍ଠତାର ଦେଇଛନ୍ତି ପ୍ରମାଣ ।

ମନୋହର ପାରିକର କ୍ୟାନସରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ଏହି ସ୍ଥାନ ପୂରଣ କରିବାକୁ ନୂଆ ଦାୟିତ୍ଵ ନେଇଥିଲେ ପ୍ରମୋଦ ସାଓ୍ଵନ୍ତ ।

ଆଜି ପ୍ରମୋଦଙ୍କର ଥିଲା ଅଗ୍ନିପରୀକ୍ଷା । ୧୪ଜଣ କଂଗ୍ରେସ ବିଧାୟକ ଓ ଜଣେ ଏନସିପି ବିଧାୟକ ଏହି ଆସ୍ଥା ଭୋଟରେ ସମର୍ଥନ ଦେଇ ନଥିଲେ । କିନ୍ତୁ ବିଜେପିର ୧୧ଜଣ ବିଧାୟକ ସମେତ ଗୋଆ ଫରଓ୍ଵାର୍ଡ଼ ପାର୍ଟି,ଏମଜିପି ଓ ସ୍ଵାଧିନ ପ୍ରମୋଦଙ୍କ ସପକ୍ଷରେ ନିଜ ମତଦାନ କରିଥିଲେ । ଗୋଆର ରାଜ୍ୟପାଳ ମୃଦଳା ସିହ୍ନା ଏହି ଆସ୍ଥାଭୋଟରେ କରିଥିଲେ ଅଧ୍ୟକ୍ଷତା ।

   Related Posts