Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବଦଳିଲା Gmail ଆପ୍ : ‘+’ ଆଇକନ ବଦଳରେ ଆସିଲା ନୂଆ ବଟନ୍

6/06/2020 at 11:18 AM

ନୂଆଦିଲ୍ଲୀ ୬/୬: ଗୁଗଲ୍ ନିଜ Gmail ଆପ୍ ପାଇଁ ନୂଆ ଅପଡେଟ୍ ରୋଲଆଉଟ୍ କରିଛି। ଏହି ନୂଆ ଅପଡେଟରେ ପୁରୁଣା ‘+’ ଆଇକନକୁ ଗାୟବ କରି ଦିଆଯାଇଛି ଏବଂ ଏହା ବଦଳରେ ନୂଆ କମ୍ପୋଜ ବଟନ୍ ସାମିଲ କରାଯାଇଛି। ଏହି ନୂଆ ବଟନ୍ ସାହାଯ୍ୟରେ ୟୁଜର୍ସ ଏବେ ଇମେଲ୍ କମ୍ପୋଜ,ସେଣ୍ଡ କିମ୍ବା ଶେଡ୍ୟୁଲ୍ କରିପାରିବେ। କମ୍ପୋଜ ବଟନକୁ ସର୍ବ ପ୍ରଥମେ ଆଣ୍ଡ୍ରଏଡ ପ୍ଲାଟଫର୍ମ ପାଇଁ ଅଣାଯାଇଛି।

ଏହି ନୂଆ ବଟନ୍ Gmail ଆପ୍‌ରେ କ୍ୟାପସୁଲ୍ ଶେପରେ ଦେଖାଯାଉଛି,ଯେଉଁଥିରେ ପେନସିଲ୍ ସେପ୍‌ରେ  ‘Compose’ ଲେଖାଯାଇଛି। କମ୍ପାନୀ ତରଫରୁ ଏହି ଅପଡେଟକୁ ଖୁବ୍ ଶୀଘ୍ର iOS ଏବଂ ଓ୍ବେବ୍ ୟୁଜର୍ସଙ୍କ ପାଇଁ ମଧ୍ୟ ରୋଲ୍‌ଆଉଟ୍ କରାଯାଇପାରେ।

ଗୁଗଲ୍ ନିକଟରେ ଜିମେଲ୍‌ରେ ନୂଆ କୁଇକ୍ ସେଟିଂ ମେନ୍ୟୁ ଦେବାର ଘୋଷଣା କରିଛି। ଏହା ଜରିଆରେ ସେଟିଂ ଆଇକନରେ କ୍ଲିକ୍ କଲେ ଜିମେଲ୍ ୟୁଜର୍ସଙ୍କୁ ଏକ ନୂଆ ଡାଇଲଗ୍ ବକ୍ସ ଦେଖାଯିବ। ଏହା ବ୍ୟତୀତ ୟୁଜର୍ସଙ୍କୁ ଏଠାରେ ହିଁ ଡିସପ୍ଲେ ଅପ୍ସନ୍ ଶର୍ଟକର୍ଟ ମଧ୍ୟ ଦେଖାଯିବ।

   Related Posts