ପାଣିପାଗ: ଆସନ୍ତାକାଲି ମଧ୍ୟ ବର୍ଷା ଓ କୋହଲା ପାଗ

Published By : Prameya-News7 Bureau | February 16, 2019 IST

ଭୁବନେଶ୍ବର୧୫|୨: ଆସନ୍ତା ୧୭  ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସାମାନ୍ୟ କୋହଲା   ରହିବ। ଓ୍ବେଷ୍ଟର୍ଣ୍ଣ  ଡିଷ୍ଟରବାନ୍ସ ପ୍ରଭାବରେ ରାଜ୍ୟରେ    ସାମାନ୍ୟ ବର୍ଷା ଲାଗି ରହିବ।  ଏହାର ପ୍ରଭାବରେ ପଶ୍ଚିମ  ଓଡିଶାରେ କିଛି ସ୍ଥାନ​‌ରେ ବର୍ଷା ହୋଇଛି।। ଏହା ସହ ଉପକୁଳ ଓଡିଶାରେ କୁହୁଡି ପ୍ରଭାବ ରହିବ ବୋଲି  ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  ଅନୁମାନ କରିଛି।  ବିଶେଷ  କରି   ସୁନ୍ଦରଗଡ,   ଝାରସୁଗୁଡା, ସମ୍ବଲପୁର, ଦେବଗଡ,  ତାଳଚେର, ବଲାଙ୍ଗୀର,   ବାଲେଶ୍ବର, ସୋନପୁର, ଅନୁଗୁଳ ଜିଲ୍ଲାରେ  ବର୍ଷ​ହୋଇଛି।  ୧୮ ତାରିଖ  ବେଳକୁ  ତାପମାତ୍ରା ବଢିବ  ବୋଲି  ଆକଳନ କରିଛି ପାଣିପାଗ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.