Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ପାଣିପାଗ: ଆସନ୍ତାକାଲି ମଧ୍ୟ ବର୍ଷା ଓ କୋହଲା ପାଗ

16/02/2019 at 4:34 PM

ଭୁବନେଶ୍ବର୧୫|୨: ଆସନ୍ତା ୧୭  ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସାମାନ୍ୟ କୋହଲା   ରହିବ। ଓ୍ବେଷ୍ଟର୍ଣ୍ଣ  ଡିଷ୍ଟରବାନ୍ସ ପ୍ରଭାବରେ ରାଜ୍ୟରେ    ସାମାନ୍ୟ ବର୍ଷା ଲାଗି ରହିବ।  ଏହାର ପ୍ରଭାବରେ ପଶ୍ଚିମ  ଓଡିଶାରେ କିଛି ସ୍ଥାନ​‌ରେ ବର୍ଷା ହୋଇଛି।। ଏହା ସହ ଉପକୁଳ ଓଡିଶାରେ କୁହୁଡି ପ୍ରଭାବ ରହିବ ବୋଲି  ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  ଅନୁମାନ କରିଛି।  ବିଶେଷ  କରି   ସୁନ୍ଦରଗଡ,   ଝାରସୁଗୁଡା, ସମ୍ବଲପୁର, ଦେବଗଡ,  ତାଳଚେର, ବଲାଙ୍ଗୀର,   ବାଲେଶ୍ବର, ସୋନପୁର, ଅନୁଗୁଳ ଜିଲ୍ଲାରେ  ବର୍ଷ​ହୋଇଛି।  ୧୮ ତାରିଖ  ବେଳକୁ  ତାପମାତ୍ରା ବଢିବ  ବୋଲି  ଆକଳନ କରିଛି ପାଣିପାଗ ବିଭାଗ।

   Related Posts