Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଉପଭୋକ୍ତାଙ୍କ ପାଇଁ ଖୁସି ଖବର: ଏହି ନମ୍ବରରେ ମିସଡକଲ୍ ଦେଲେ ମିଳିବ ଇଣ୍ଡିଆନ ଅଏଲର ଗ୍ୟାସ୍

1/01/2021 at 4:21 PM

ଭୁବନେଶ୍ବର୧/୧:  ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ବାରମ୍ବାର ଡିଲରଙ୍କ ପାଖକୁ ଦୌଡିବାକୁ ପଡିବ ନାହିଁ। ଏଣିକି ମିସଡକଲ୍ ଦେଲେ ମିଳିବ ଇଣ୍ଡିଆନ ଅଏଲର ଗ୍ୟାସ। ଏହାସହ ନୂଆ ଗ୍ୟାସ କନେକ୍ସନ ମଧ୍ୟ ମିଳିବ। ଏହାଦ୍ୱାରା ଆଉ ଡିଲରଙ୍କ ନିକଟକୁ ଦୌଡିବାକୁ ପଡିବ ନାହିଁ।

ଏଥିପାଇଁ ୮୪୫୪୯୫୫୫୫୫ ନମ୍ବରରେ ମିସଡ୍ କଲ୍ ଦେବାକୁ ପଡିବ। ଏହାକୁ ସୁଇଚ୍ ଚିପି ଉଦଘାଟନ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଉପଭୋକ୍ତାଙ୍କୁ ବେଶ ସହାୟକ ହେବ। ଯାହାଫଳରେ ଗ୍ରାହକମାନେ ସହଜରେ ଗ୍ୟାସ୍ ବୁକିଂ ସହ ନୂଆ କନେକ୍ସନ ନେଇପାରିବେ। ନୂଆ କନେକ୍ସନ ଏବଂ ନୂଆ କନେକ୍ସନ ଲାଗି ସ୍ଥାନୀୟ ଡିଲରଙ୍କ ସହ ଯୋଗାଯୋଗ କରିବାକୁ ପଡୁଥିଲା। କିନ୍ତୁ ଏବେ ଘ​‌ରେ ବସି ସହଜରେ ସୁବିଧା ପାଇ ପାରିବେ।

   Related Posts