Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ପ୍ରେମରେ କେବେ ଧୋକା ଦିଅନ୍ତି ନାହିଁ ଏହି ରାଶିର ଯୁବତୀମାନେ, ଉଜ୍ଜ୍ବଳ କରିଦିଅନ୍ତି ପାର୍ଟନରର ଭାଗ୍ୟ

29/10/2019 at 3:58 PM

ଆଜିକାଲି ପ୍ରକୃତରେ ପ୍ରେମ ଭାଗ୍ୟରେ ଥିଲେ ମିଳେ। ପ୍ରକୃତ ପ୍ରେମ ପାଇଥିବା ଲୋକଙ୍କ ଜୀବନ ଖୁସିରେ ଭରପୁର ହୋଇଥାଏ। ସଚ୍ଚୋଟ ପାର୍ଟନର ମିଳିଲେ ଜୀବନ ସୁଖମୟ ହୋଇଥାଏ। ହେଲେ ଆଜିକାଲି ପ୍ରେମରେ ପ୍ରତାରଣା ଏକ ସାଧାରଣ କଥା। ଏଅଧିକାଂଶ ଲୋକେ ଯାହାକୁ ପ୍ରକୃତ ଜୀବନସାଥୀ ଭାବନ୍ତି ସେହିମାନେ ଧୋକା ଦିଅନ୍ତି। ହେଲେ ଜୀବନସାଥୀ ଯଦି ଏହି ରାଶିର ଝିଅମାନଙ୍କ ମଧ୍ୟରୁ ଜଣେ ଥିବ ତାହେଲେ ଭାଗ୍ୟ ବଦଳିଯିବ।

କୁମ୍ଭ ଓ କର୍କଟ ରାଶି- କୁମ୍ଭ ଓ କର୍କଟ ରାଶିର ଝିଅମାନଙ୍କୁ ସହଜରେ ବିଶ୍ବାସ କରିହେବ। ଉଭୟ ରାଶିର ଝିଅମାନେ ଜୀବନରେ ଖୁସି ଆଣନ୍ତି। ସବୁ ସମସ୍ୟାରେ ଏହି ରାଶିର ଝିଅମାନେ ପାର୍ଟନରର ସାହାଯ୍ୟ କରନ୍ତି। ଏମାନେ କେବେ ଧୋକା ଦିଅନ୍ତି ନାହିଁ।

ବ୍ୟକ୍ତିଗତ ଜୀବନକୁ ଖୁସି ଓ ଆନନ୍ଦରେ ଭରପୁର କରିଦିଅନ୍ତି ଏହି ରାଶିର ଝିଅ। ଏମାନଙ୍କ ସହ ଜୀବନରେ ରହିଲେ ଭବିଷ୍ୟତ ଉଜ୍ଜ୍ବଳ ହୋଇଥାଏ। ମାନ, ସମ୍ମାନ, ପ୍ରତିଷ୍ଠାରେ ବୃଦ୍ଧି ହୁଏ। ନିଜ ଜୀବନରୁ ଅଧିକ ନିଜ ପାର୍ଟନରଙ୍କୁ ଭଲ ପାଆନ୍ତି ଏହି ରାଶିର ଯୁବତୀମାନେ।

   Related Posts