ଭୁବନେଶ୍ବର ଭରତପୁର ସ୍ଥିତ ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ ରିସର୍ଚ୍ଚ ଅନୁଷ୍ଠାନରେ ଛାତ୍ରୀ ନିର୍ଯାତନା ଅଭିଯୋଗ

Published By : Prameya-News7 Bureau | October 06, 2018 IST

ଭୁବନେଶ୍ଵର୦୬/୧୦- ଭୁବନେଶ୍ବର ଭରତପୁର ସ୍ଥିତ ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ ରିସର୍ଚ୍ଚ ଅନୁଷ୍ଠାନରେ ଛାତ୍ରୀ ନିର୍ଯାତନା ଅଭିଯୋଗ । ନ୍ୟାୟ ଦାବିରେ ଥାନା ପରିସରରେ ଧାରଣାରେ ବସିଛନ୍ତି  ଛାତ୍ରଛାତ୍ରୀ । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ  ଅନୁଷ୍ଠାନର ମାଲିକ କୋଦଣ୍ଡ  ସାହୁ ଖଣ୍ଡଗିରି ଥାନାରେ ଅଟକ ।  କୋଦଣ୍ଡ ସାହୁଙ୍କ ନାଁରେ ଖଣ୍ଡଗିରି ଥାନା ମାମଲା ରୁଜୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.