Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

5/01/2019 at 8:26 PM

ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ …କଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର ।

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ ଓ ଶେଷ ଫୋନକଲ୍ ସେମାନଙ୍କ ବୟଫ୍ରେଣ୍ଡଠାରୁ ଆସୁ, ଦିନର ଆରମ୍ଭ ଗୁଡ଼ମର୍ଣ୍ଣଂଗ ରୁ ଆରମ୍ଭହୋଇ ବିଛଣାକୁ ଯିବା ପୂର୍ବରୁ ଗୁଡ଼ ନାଇଟରେ ଶେଷହେବା ଦରକାର ।

କିଛିକିଛି ଝିଅଙ୍କର ଫଟୋ ଉଠାଇବା ସୌକଥାଏ । ଏହି ସୌକପାଇଁ ବିଭିନ୍ନ ଜାଗାରେ ଫଟୋ ଉଠାଇଥାନ୍ତି । ଗାର୍ଲଫ୍ରେଣ୍ଡଙ୍କ ସହ ଅଛନ୍ତି ମାନେ ଜମା ବିରକ୍ତି ପ୍ରକାଶ କରନ୍ତୁ ନାହିଁ ।

ଗାର୍ଲଫ୍ରେଣ୍ଡ ଚାହାଁନ୍ତି ନିଜର ବୟଫ୍ରେଣ୍ଡ ପ୍ୟାରସେ ପ୍ରଥମେ କିସ୍ କରିବା ଦରକାର । ଆପଣ ଗାର୍ଲଫ୍ରେଣ୍ଡକୁ ଖୁସିକରିବାକୁ ଗାଲରେ, କିମ୍ବା ଓଠରେ ପ୍ରଥମେ କିସ୍ କରନ୍ତୁ  ।

ପିଲାଦିନ ଚାଲିଯାଇଥିଲେ ବି ଗାର୍ଲଫ୍ରେଣ୍ଡଙ୍କର ଡ଼ିମାଣ୍ଡଥାଏ ଟେଡ଼ି,ବେଲୁନ, ଚକୋଲେଟ ଇତ୍ୟାଦି…. ଖୁସି କରିବାକୁ ବେଳେବେଳେ ଏମିତି କିଛି ଉପହାର ଦିଅନ୍ତୁ । ଅନ୍ୟମାନଙ୍କ ଠାରୁ ପାଇବା ଓ ବୟଫ୍ରେଣ୍ଡଠାରୁ ପାଇବାର ଖୁସି ଅଧିକଥାଏ ।

ଗାର୍ଲଫ୍ରେଣ୍ଡଙ୍କର ବିବାହ ଓ ପିଲାଛୁଆ କଥାହେବାକୁ ଭାରି ପସନ୍ଦ କରିଥାନ୍ତି, ଏହିସବୁ କଥା ଗାର୍ଲଫ୍ରେଣ୍ଡ ଆରମ୍ଭକଲା ମାନେ ଏବାବଦରେ କଥା ହୁଅନ୍ତୁ, ବହୁତ ଖୁସିହେବ ।

ନିଜର ବୟଫ୍ରେଣ୍ଡ ସହ ଫେଭରିଟ୍ ଫିଲ୍ମ ଦେଖିବାକୁ ଗାର୍ଲଫ୍ରେଣ୍ଡ ପସନ୍ଦ କରିଥାନ୍ତି । ନୂଆ ସିନେମା ରିଲିଜହେଲା ମାନେ ଗାର୍ଲଫ୍ରେଣ୍ଡକୁ ସୋ ଯିବାକଥା କୁହନ୍ତୁ, ବହୁତ ଖୁସି ହୋଇଯିବ ।

ପ୍ରତ୍ୟେକ ପ୍ରେମିକା ଚାହାଁନ୍ତି ତାଙ୍କ ବୟଫ୍ରେଣ୍ଡ, ଜାନୁ, ଗେହ୍ଲୁ,  ଧନ, ସୋନା ଡ଼ାକନ୍ତୁ ବୋଲି…ଆପଣ ବି ଆପଣଙ୍କ ଗାର୍ଲଫ୍ରେଣ୍ଡକୁ ଏହିସବୁ ସମ୍ଭୋଧନରେ ଡ଼ାକନ୍ତୁ ।

ଗାର୍ଲଫ୍ରେଣ୍ଡକୁ ଛୋଟଛୋଟ କଥାରେ ପ୍ରଂଶସା କରନ୍ତୁ, ଯାହାକହିବ ହଁ ମାରନ୍ତୁ । ଅନ୍ୟମାନଙ୍କ ଅପେକ୍ଷା

 ବେଶୀ ସୁନ୍ଦରୀ ବୋଲି ନିଜର ଗାର୍ଲଫ୍ରେଣ୍ଡକୁ ପ୍ରଂଶସା କରନ୍ତୁ ।

ନିଜର ଗାର୍ଲଫ୍ରେଣ୍ଡକୁ ଭଲଭଲ ରେଷ୍ଟୁରାଣ୍ଟକୁ ନେଇ ଖାଇବାକୁ ଯାଆନ୍ତୁ ।

   Related Posts