ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

Published By : Prameya-News7 Bureau | January 05, 2019 IST

ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ...କଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର ।

{"id":70804,"width":592,"height":296}

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ ଓ ଶେଷ ଫୋନକଲ୍ ସେମାନଙ୍କ ବୟଫ୍ରେଣ୍ଡଠାରୁ ଆସୁ, ଦିନର ଆରମ୍ଭ ଗୁଡ଼ମର୍ଣ୍ଣଂଗ ରୁ ଆରମ୍ଭହୋଇ ବିଛଣାକୁ ଯିବା ପୂର୍ବରୁ ଗୁଡ଼ ନାଇଟରେ ଶେଷହେବା ଦରକାର ।

{"id":70805,"width":589,"height":327}

କିଛିକିଛି ଝିଅଙ୍କର ଫଟୋ ଉଠାଇବା ସୌକଥାଏ । ଏହି ସୌକପାଇଁ ବିଭିନ୍ନ ଜାଗାରେ ଫଟୋ ଉଠାଇଥାନ୍ତି । ଗାର୍ଲଫ୍ରେଣ୍ଡଙ୍କ ସହ ଅଛନ୍ତି ମାନେ ଜମା ବିରକ୍ତି ପ୍ରକାଶ କରନ୍ତୁ ନାହିଁ ।

{"id":70807}

ଗାର୍ଲଫ୍ରେଣ୍ଡ ଚାହାଁନ୍ତି ନିଜର ବୟଫ୍ରେଣ୍ଡ ପ୍ୟାରସେ ପ୍ରଥମେ କିସ୍ କରିବା ଦରକାର । ଆପଣ ଗାର୍ଲଫ୍ରେଣ୍ଡକୁ ଖୁସିକରିବାକୁ ଗାଲରେ, କିମ୍ବା ଓଠରେ ପ୍ରଥମେ କିସ୍ କରନ୍ତୁ  ।

{"id":70808,"width":590,"height":309}

ପିଲାଦିନ ଚାଲିଯାଇଥିଲେ ବି ଗାର୍ଲଫ୍ରେଣ୍ଡଙ୍କର ଡ଼ିମାଣ୍ଡଥାଏ ଟେଡ଼ି,ବେଲୁନ, ଚକୋଲେଟ ଇତ୍ୟାଦି.... ଖୁସି କରିବାକୁ ବେଳେବେଳେ ଏମିତି କିଛି ଉପହାର ଦିଅନ୍ତୁ । ଅନ୍ୟମାନଙ୍କ ଠାରୁ ପାଇବା ଓ ବୟଫ୍ରେଣ୍ଡଠାରୁ ପାଇବାର ଖୁସି ଅଧିକଥାଏ ।

ଗାର୍ଲଫ୍ରେଣ୍ଡଙ୍କର ବିବାହ ଓ ପିଲାଛୁଆ କଥାହେବାକୁ ଭାରି ପସନ୍ଦ କରିଥାନ୍ତି, ଏହିସବୁ କଥା ଗାର୍ଲଫ୍ରେଣ୍ଡ ଆରମ୍ଭକଲା ମାନେ ଏବାବଦରେ କଥା ହୁଅନ୍ତୁ, ବହୁତ ଖୁସିହେବ ।

ନିଜର ବୟଫ୍ରେଣ୍ଡ ସହ ଫେଭରିଟ୍ ଫିଲ୍ମ ଦେଖିବାକୁ ଗାର୍ଲଫ୍ରେଣ୍ଡ ପସନ୍ଦ କରିଥାନ୍ତି । ନୂଆ ସିନେମା ରିଲିଜହେଲା ମାନେ ଗାର୍ଲଫ୍ରେଣ୍ଡକୁ ସୋ ଯିବାକଥା କୁହନ୍ତୁ, ବହୁତ ଖୁସି ହୋଇଯିବ ।

ପ୍ରତ୍ୟେକ ପ୍ରେମିକା ଚାହାଁନ୍ତି ତାଙ୍କ ବୟଫ୍ରେଣ୍ଡ, ଜାନୁ, ଗେହ୍ଲୁ,  ଧନ, ସୋନା ଡ଼ାକନ୍ତୁ ବୋଲି...ଆପଣ ବି ଆପଣଙ୍କ ଗାର୍ଲଫ୍ରେଣ୍ଡକୁ ଏହିସବୁ ସମ୍ଭୋଧନରେ ଡ଼ାକନ୍ତୁ ।

ଗାର୍ଲଫ୍ରେଣ୍ଡକୁ ଛୋଟଛୋଟ କଥାରେ ପ୍ରଂଶସା କରନ୍ତୁ, ଯାହାକହିବ ହଁ ମାରନ୍ତୁ । ଅନ୍ୟମାନଙ୍କ ଅପେକ୍ଷା

 ବେଶୀ ସୁନ୍ଦରୀ ବୋଲି ନିଜର ଗାର୍ଲଫ୍ରେଣ୍ଡକୁ ପ୍ରଂଶସା କରନ୍ତୁ ।

{"id":70809,"width":590,"height":331}

ନିଜର ଗାର୍ଲଫ୍ରେଣ୍ଡକୁ ଭଲଭଲ ରେଷ୍ଟୁରାଣ୍ଟକୁ ନେଇ ଖାଇବାକୁ ଯାଆନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.