Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଭଦ୍ରକ ଉପକାରାଗାରର ଜେଲରଙ୍କ ବିରୋଧରେ ବିବାହ ପରେ ପ୍ରତାରଣା ଅଭିଯୋଗ

2/09/2018 at 12:40 PM

ଭଦ୍ରକ ୨/୯ : ଭଦ୍ରକ ସ୍ବତନ୍ତ୍ର ଉପକାରାଗାରର ଜେଲର ଚିନ୍ମୟ ପାତ୍ରଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ । କେନ୍ଦ୍ରାପଡାର ଜଣେ ମହିଳାଙ୍କୁ ବିବାହ କରିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ଭଦ୍ରକ ଟାଉନ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । କେଶ ନମ୍ବର ୨୨୫ ଓ ଦଫା ୪୯୮ (ଏ),୪୭୦ , ୫୦୬ ଭଳି ଦଫା ଲାଗିଛି । ତେବେ ଅଭିଯୁକ୍ତ ଜେଲର ଚିନ୍ମୟ ପାତ୍ର ଏବେ ନୂଆଦିଲ୍ଲୀରେ ଏକ ଟ୍ରେନିଂରେ ଥିବାରୁ ପୋଲିସ ତାଙ୍କୁ ଜେରା କରି ପାରୁନାହିଁ । ଅଭିଯୁକ୍ତ ପାତ୍ର କରଂଜିଆ ଜେଲରେ ଥିବାବେଳେ ଅଭିଯୋଗକାରିଣୀ ଯୁବତୀକୁ ବିବାହ କରି ଏକାଠି ରହୁଥିଲେ ।

   Related Posts