Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଅସଦାଚରଣ ଭିଡିଓ ଭାଇରାଲ : ନା ମାନେ ନା

29/07/2018 at 11:06 AM

୧୬ ବର୍ଷୀୟା ନାବାଳିକାକୁ ଅସଦାଚରଣ | ଘଟଣା ଘଟିଛି ଉତ୍ତରପ୍ରଦେଶ ଝାନ୍ସୀରୁ | ଜୁଲାଇ ୧୨ ତାରିଖରେ ଘଟିଛି ଘଟଣା | ୧୬ ବର୍ଷୀୟା ନାବାଳିକାର ମା ବିଲରେ କରୁଥିବା ବେଳେ ତାଙ୍କ ପାଇଁ ଖାଇବା ନେଇ ଯାଉଥିଲା ଝିଅଟି | ଘରଠୁ କିଛି ବାଟ ଦୂରରେ ୬ଜଣ କାମୁକ ଝିଅଟିକୁ ଟାଣ ଓଟରା କରିଥିଲେ | ୬ କାମୁକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିଲା | ତେବେ ଝିଅଟି ସାହାଯ୍ୟ ପାଇଁ ଚିତ୍କାର ମଧ୍ୟ କରିଥିଲା | ହେଲେ କାମୁକମାନେ ତା କଥା ଶୁଣିଲେନି | ଉକ୍ତ ଭିଡିଓଟିକୁ କାମୁକମାନେ ରେକର୍ଡିଙ୍ଗ କରି ଭାଇରାଲ କଲେ | ତେବେ ପୋଲିସରେ ଅଭିଯୋଗ ପରେ ୬ ଜଣ ଯାକ କାମୁକ ଗିରଫ ହୋଇଛନ୍ତି |

   Related Posts