ଅସଦାଚରଣ ଭିଡିଓ ଭାଇରାଲ : ନା ମାନେ ନା

Published By : Prameya-News7 Bureau | July 29, 2018 IST

୧୬ ବର୍ଷୀୟା ନାବାଳିକାକୁ ଅସଦାଚରଣ | ଘଟଣା ଘଟିଛି ଉତ୍ତରପ୍ରଦେଶ ଝାନ୍ସୀରୁ | ଜୁଲାଇ ୧୨ ତାରିଖରେ ଘଟିଛି ଘଟଣା | ୧୬ ବର୍ଷୀୟା ନାବାଳିକାର ମା ବିଲରେ କରୁଥିବା ବେଳେ ତାଙ୍କ ପାଇଁ ଖାଇବା ନେଇ ଯାଉଥିଲା ଝିଅଟି | ଘରଠୁ କିଛି ବାଟ ଦୂରରେ ୬ଜଣ କାମୁକ ଝିଅଟିକୁ ଟାଣ ଓଟରା କରିଥିଲେ | ୬ କାମୁକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିଲା | ତେବେ ଝିଅଟି ସାହାଯ୍ୟ ପାଇଁ ଚିତ୍କାର ମଧ୍ୟ କରିଥିଲା | ହେଲେ କାମୁକମାନେ ତା କଥା ଶୁଣିଲେନି | ଉକ୍ତ ଭିଡିଓଟିକୁ କାମୁକମାନେ ରେକର୍ଡିଙ୍ଗ କରି ଭାଇରାଲ କଲେ | ତେବେ ପୋଲିସରେ ଅଭିଯୋଗ ପରେ ୬ ଜଣ ଯାକ କାମୁକ ଗିରଫ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.