ମହାନଦୀରେ ବୁଡି ଯୁବତୀ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି
20/06/2020 at 4:49 PM

ପାରାଦ୍ୱୀପ, ୨୦|୦୬ : ମହାନଦୀରେ ବୁଡ଼ି ଗଲେ ଅଜଣା ଯୁବତୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ପଞ୍ଚାୟତ ତେନ୍ତୁଲିଆରେ ।
ସୂଚନାନୁସାରେ, ରବିବାର ଜଣେ ଯୁବତୀ କୁଜଙ୍ଗ ଥାନା ଖମାର ପାଖ ମହାନଦୀରେ ବୁଡିଯାଇଛନ୍ତି । ଏହା ଦେଖିବା ପରେ କିଛି ଲୋକଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଲରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021