ପ୍ରେମିକକୁ ହତ୍ୟା କଲା ପ୍ରେମିକା

Published By : Prameya-News7 Bureau | June 28, 2018 IST

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ତାରିଣୀ ବସ୍ତି ନିକଟରେ ହତ୍ୟାକାଣ୍ଡ । ପ୍ରେମିକକୁ ହତ୍ୟା କଲା ପ୍ରେମିକା । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ପ୍ରେମିକା । ମୃତକ ହେଲେ ମେରାଇନ ଇଞ୍ଜିନିୟର ବୈଜୟନ୍ତ ପ୍ରସାଦ ମହାନ୍ତି । ତାଙ୍କର ଘର ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ପେମିକା ଜଣକ ତାଙ୍କର ଆଉ ଜଣେ ପୁରୁଷ ବନ୍ଧୁଙ୍କ ମିଶି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.