ବାଲୁଗାଁରେ ପ୍ରେମ ନିବେଦନ କରି ବିଫଳ ହେବାରୁ ଘରେ ପଶି କଲେଜ ଛାତ୍ରୀଙ୍କୁ ଗଳା କାଟି ହତ୍ୟାକଲା ବିଫଳ ପ୍ରେମିକ
14/12/2019 at 9:59 PM

ଖୋର୍ଦ୍ଧା ୧୪।୧୨ – ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗଙ୍ଗ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମ ନିବେଦନ କରି ବିଫଳ ହେବାରୁ ବିଫଳ ପ୍ରେମିକ ଜଣେ ଛାତ୍ରୀଙ୍କୁ ହତ୍ୟା କରିଛି ।
ଗୁରୁତର ଛାତ୍ରୀଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କଲେଜ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି । ଏବେ ପୁଲିସ ଘଟଣାର ତଦନ୍ତ କରୁଛି ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021