ପୋଖରୀରେ ବୁଡି ଯୁବତୀ ମୃତ
Published By : Prameya-News7 Bureau | June 17, 2018 IST
ଜଗତସିଂହପୁର ବିରିଡି ଥାନା ବାସନ୍ଦ ଗାଁରେ ଅଘଟଣ .... ପୋଖରୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି .... ମୃତକ ଯୁବତୀ ସୁଜାତା ଜେନା .... ବାସନା ମାଜିବାକୁ ଯାଇଥିବା ବେଳେ ବୁଡିଯାଇଥିଲେ ଯୁବତୀ ଜଣକ ....