Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୧୫ ହଜାର ଟଙ୍କାରେ ଶିଶୁ କନ୍ୟା ବିକ୍ରି !ଉଦ୍ଧାର କଲା ଚାଇଲ୍ଡ ଲାଇନ୍

28/10/2020 at 1:20 PM

ସମ୍ବଲପୁର ୨୮।୧୦: ସମ୍ବଲପୁରରେ ୧୫ ହଜାର ଟଙ୍କାରେ ଶିଶୁ ବିକ୍ରି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା କେଉଟିବାହାଳି ଗାଁରୁ । ତେବେ ଘଟଣା ପ୍ରଘଟ ହେବା ପରେ ଚାଇଲ୍ଡ ଲାଇନ ଚାରମାଲ ଥାନାରେ ଏତଲା ଦେବା ସହ ଶିଶୁ କନ୍ୟାକୁ ଉଦ୍ଧାର କରିଛି ।

ସେପଟେ ଶିଶୁକନ୍ୟାକୁ ବିକ୍ରି ନୁହେଁ ବରଂ ନିଜ ଝିଅ ହିସାବରେ ରେଢ଼ାଖୋଲ ଥାନା ତ୍ରୀବଣପୁର ପଞ୍ଚାୟତ କୁଷାପାଲି ଗାଁରେ ଗୋଟିଏ ଦମ୍ପତି ରଖିଥିବା କହିଛନ୍ତି । ତେବେ ଏନେଇ ନୋଟାରୀ ପାଖରେ ଏକ ସତ୍ୟପାଠ ଜରିଆରି ଝିଅକୁ ନେଇଥିବା କହିଛନ୍ତି । ତେବେ ଶିଶୁ ବିକ୍ରି କରିଥିବା ମହିଳା ତାଙ୍କ ବାପଘରେ ରହୁଥିବା ଜଣାପଡିଛି।

   Related Posts