ପୁଣି ଅଲୋଡା ଶିଶୁକନ୍ୟା

Published By : Prameya-News7 Bureau | June 05, 2018 IST

ବାଉଁଶବୁଦା ମୂଳରୁ ନବଜାର ଶିଶୁ କନ୍ୟା ଉଦ୍ଧାର । ଯାଜପୁର ଧର୍ମଶାଳା ଥାନା ସାଲେପୁର ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାଜପୁର ଶିଶୁ ସୁରକ୍ଷା ୟୁନିଟ ନବଜାତକକୁ ଉଦ୍ଧାର କରି ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.