Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ଖୋଲିବ ସ୍କୁଲ, ପାଠ ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ
  • ||
  • ଖୋଲିଲା ହଲ୍ ଓ ମଲ୍ଟିପ୍ଲେକ୍ସ, ବିବାହ ଭୋଜିରେ ୧୦୦ ଜଣଙ୍କୁ ଅନୁମତି
  • ||

ଏମ୍‌ସରେ ଚାକିରି କରାଇ ଦେବେ କହି ଷ୍ଟାପ ନର୍ସଙ୍କୁ ଠକି ଦେଲେ ୨ ମହିଳା…

26/07/2020 at 6:05 PM

ଭୁବନେଶ୍ବର୨୬/୭:  ଏମ୍‌ସରେ ଚାକିରି  କରାଇ ଦେବା ନାଁରେ ଠକେଇ। ଠକେଇର ଶୀକାର ହୋଇଛନ୍ତି ଜଣେ ମହିଳା  ନର୍ସ।  ଷ୍ଟାପ ନର୍ସ ଚାକିରୀ କରାଇ ଦେବା ପାଇଁ ୨ ଲକ୍ଷ ଟଙ୍କା ଦେବାକୁ ହୋଇଥିଲା ଡିଲ୍। ଆରମ୍ଭରୁ ନେଇଥିଲେ ୧୦ ହଜାର ଟଙ୍କା । ଆଉ ବାକି ଟଙ୍କା ନେବାକୁ ଆଜି ଆସିଥିବା ବେଳେ କୋଳଥିଆ ନିକଟରେ ଧରିଲା ପୋଲିସ। ଅଭିଯୁକ୍ତ ୨ ମହିଳା ମଧ୍ୟ ଘରୋଇ ହସ୍ପିଟାଲରେ ନର୍ସ ଅଛନ୍ତି। ନିଜକୁ ଏମ୍‌ସରେ ଚାକିରୀ କରିଥିବା ଦର୍ଶାଇ ଚାକିରୀ କରାଇ ଦେବାକୁ କହିଥିଲେ। ଏବେ ୨ ଅଭିଯୁକ୍ତାଙ୍କୁ ଅଟକ ରଖିଛି ଏୟାରଫିଲ୍‌ଡ ଥାନା ପୋଲିସ୍।

   Related Posts