Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

୬ ବର୍ଷର ନାବାଳକକୁ ପରିଚିତ ଯୁବକ କଲା ଦୁଷ୍କର୍ମ, ଅଭିଯୋଗ ପରେ ପୋଲିସ କଲା ଗିରଫ

16/09/2019 at 11:33 AM

ଆନନ୍ଦପୁର୧୬|୯: ଘଷିପୁରା ଥାନା ଶାଳପଡା ସପ୍ତାହିକ ହାଟକୁ ବାପା ସହ ବୁଲିଆସିଥିବା ବେଳେ ଘରେ ଛାଡ଼ିଦେବି କହି ବାପାଠାରୁ ପୁଅକୁ ନେଇଯାଇଥିଲା ପରିଚିତ ଯୁବକ।ପରେ ଏକ ବୁଦା ମୂଳେ ୬ ବର୍ଷ ଶିଶୁପୁତ୍ର ସହ କରିଥିଲା ଦୁଷ୍କର୍ମ।ଅଭିଯୋଗ ପରେ ସଂପୃକ୍ତ ଯୁବକ କୁ ଗିରଫ କରିଛି ପୋଲିସ।

ଯାଜପୁର ଜିଲ୍ଲା ଦାନଗଦି ମାଟିକର ଗାଁର ଗଜେନ୍ଦ୍ର ଦଳେଇ ନିଜ ଶ୍ବଶୁର ଘର ଶାଳପଡା ନୂଆ କଲୋନୀକୁ ବୁଲିବାକୁ ଆସିଥିଲେ।ନିଜ୬ ବର୍ଷର ପୁଅ କୁ ସାଙ୍ଗରେ ଧରି ଗତକାଲି ଶାଳପଡା ହାଟ ଠାରେ ବୁଲାବୁଲି କରୁଥିଲେ।ଏହିସମୟରେ ସ୍ଥାନୀୟ ପରିଚିତ ଯୁବକ କାଉଚିଆ ନାୟକ ପୁଅକୁ ଘରେ ଛାଡ଼ିଦେବାକୁ କହି ସାଙ୍ଗରେ ନେଇ ଯାଇଥିଲା।

ହେଲେ ଗଜେନ୍ଦ୍ର ଘରକୁ ଫେରି ପୁଅକୁ ନପାଇ ଖୋଜା ଖୋଜି କରିବାରୁ ସ୍ଥାନୀୟ ହାଟ ନିକଟ ଏକ ବୁଦା ମୂଳରୁ ଉଭୟ କାଉଚିଆ ଓ ପୁଅକୁ ପାଇଥିଲେ।ପୁଅ ସହ କାଉଚିଆ ଦୁଷ୍କର୍ମ କରିଥିବା ଜଣାପଡିଥିଲା। ଏସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ ପରେ ପୋଲିସ କାଉଚିଆ ନାୟକକୁ ଗିରଫ କରିଛି।

   Related Posts