ଘର ବାହାରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା

Published By : Prameya-News7 Bureau | July 23, 2021 IST

ସୁନ୍ଦରଗଡ ୨୩/୦୭: ସୁନ୍ଦରଗଡ କୁତ୍ରାରେ ଅଭାବନୀୟ ଘଟଣା । ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା । ସୁନ୍ଦରଗଡ କୁତ୍ରା ଥାନା ପଞ୍ଚରା ବଜାରପଡାରେ ଘଟିଛି ଏଭଳି ଘଟଣା । ରାତିରେ ଘର ବାହାରେ ଶୋଇଥିବା ସମୟରେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଶୁକୁ ସୋରେଙ୍ଗ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତେବେ ହତ୍ୟାକାଣ୍ଡର କାରଣ କଣ ଅସ୍ପଷ୍ଟ ରହଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.