Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପ୍ରେମିକ ଘରେ ପ୍ରେମିକାର ଉନ୍ମତ୍ତ କାଣ୍ଡ

5/08/2018 at 11:08 AM

ପ୍ରତିଶେ।ଧ ପରାୟଣ ହେ।ଇ ପ୍ରେମିକଙ୍କ ଘରେ ପ୍ରେମିକା ଉନ୍ମତକାଣ୍ଡ କରିଥିବା ଅଭିଯେ।ଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଯୁବତୀ । ବାଲିଗୁଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଯୁବତୀ ଜଣକ । ପ୍ରେମିକଙ୍କ ପରିବାର ଲେ।କେ ତାଙ୍କ ଝିଅକୁ ଆକ୍ରମଣ କରିଥିବା ଥାନାରେ ଅଭିଯେ।ଗ କରିଛନ୍ତି । ଯୁବତୀଙ୍କ ହାତରେ କଟା ଦାଗ ରହିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପଙ୍ଗା ଅଞ୍ଚଳରେ ପ୍ରେମିକା ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ଘର ଆଗରେ ୩ଟି ବାଇକ୍ ପୋଡ଼ି ଦେଇଥିବ। ଅଭିଯେ।ଗ ହେ।ଇଥିଲା । ଯୁବତୀ ଜଣକ ବାଇକ୍ ପୋଡ଼ି ପଳାଇ ଯାଉଥିବା ବେଳେ ଯୁବକଙ୍କ ପରିବାର ଲୋକେ ଅଭିଯେ।ଗ କରିଥିଲେ । ଖବର ପାଇ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । କଞ୍ଜାମେଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ ଡି.ଏନ୍ ଦିଲ୍ଲିପ ଦୁଇ ବର୍ଷତଳେ ବିବାହ କରିଥିଲେ । ବିବାହ ପରେ ଉଭୟ ମଧ୍ୟରେ ମତାନ୍ତର ହେଉଥିଲା । କଥା ଥାନାରେ ପହଞ୍ଚିଥିଲା । ତେବେ ଗତକାଲି ଯୁବତୀ ଜଣକ ପ୍ରତିଶୋଧ ପରାୟଣ ହୋଇ ବାଇକ୍ ରେ ନିଆଁ ଲଗାଇ ଦେଇଥିବା ଯୁବକଙ୍କ ପରିବାର ଲୋକେ ଅଭିଯେ।ଗ କରିଥିଲେ ।

   Related Posts