ଦୁର୍ଘଟଣା ପରେ ଜଳିଗଲା ଗ୍ୟାସ୍ ଟ୍ୟାଙ୍କର

Published By : Prameya-News7 Bureau | January 11, 2020 IST

ଯାଜପୁର ୧୧।୧: ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର । ଯାଜପୁର ବଡଚଣା ହାଟକରନ୍ଦା ଛକ ନିକଟରେ ଭାରସାମ୍ୟ ହରାଇ ଓଏଲପିଜି ଗ୍ୟାସ୍‌ ଟ୍ୟାଙ୍କରଟି ଓଲଟିପଡିଛି । ଦୁର୍ଘଟଣା ପରେ ଗ୍ୟାସ୍ ଟ୍ୟାଙ୍କରଟି ଜଳି ଯାଇଥିବା ଜଣାପଡିଛି ।

{"id":209718,"sizeSlug":"large"}

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ ଲିକ୍‌ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି । ଟ୍ୟାଙ୍କର ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ବଡ଼ଚଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.