ସେଲୁନରେ ଫାଟିଲା ଗ୍ୟାସ ସିଲିଣ୍ଡର- ୨ ଗୁରୁତର

Published By : Prameya-News7 Bureau | November 18, 2019 IST

ରାଉରକେଲା ୧୮।୧୧ - ପାନପୋଷ ଷ୍ଟେସନ ରୋଡ଼ରେ ଥିବା ଏକ ସେଲୁନ ଦୋକାନରେ gas ସିଲିଣ୍ଡର ଫାଟି ଦୁଇଜଣ ଗୁରୁତର ହୋଇଛନ୍ତି । ଚନ୍ଦନ ଠାକୁର ଓ ଗୋବିନ୍ଦା ଠାକୁର ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ପୋଡି ହୋଇଯାଇଛନ୍ତି । ଏମାନଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା, ସେଠାରେ ଗୋବିନ୍ଦା ଠାକୁରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଜୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି ।

କେଉଁ ସ୍ଥିତି ପରିସ୍ଥିତିରେ ଏକ ସେଲୁନ ଦୋକାନରେ ଗ୍ୟାସ. ସିଲିଣ୍ଡସର ରଖାଯାଇଥିଲା ରଘୁନାଥପାଲି ପୋଲିସ ତାହାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.