ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

କାମାକ୍ଷାନଗରରେ ଗ୍ୟାସ ଟାଙ୍କି ଫାଟି ମା ଝିଅ ଜୀବନ୍ତ ଦଗ୍ଧ, ବାପା ଗୁରୁତର

7/09/2018 at 12:46 PM

ଢେଙ୍କାନାଳ ୭/୯ : କାମାକ୍ଷାନଗର ନୂଆ ଭୁବନ ସାହି ଗୋଡିପଟନାରେ ଅଭାବନୀୟ ଘଣ୍ଟା ଘଟିଛି | କାମାକ୍ଷାନଗରରେ ଗ୍ୟାସ ଟାଙ୍କି ଫାଟି ମା ଝିଅ ଜୀବନ୍ତ ଦଗ୍ଧ ହୋଇପଡିଛନ୍ତି | ମୃତକ ହେଲେ ମମତା ପୋଥାଳ ଓ ଝିଅ ଜ୍ୟୋତ୍ସା ପଥ | ଆଜି ସକାଳୁ ଚା କରିବା ପାଇଁ ଜ୍ୟୋତ୍ସା ଗ୍ୟାସ ଲଗାଇବା ବେଳେ ହଠାତ ନିଆଁ ଲାଗିଯାଇଥିଲା | ଗ୍ୟାସ ଲଗାଇବା ବେଳେ ଗ୍ୟାସ ଲିଙ୍କ ହେଇଥିବା ଝିଅ ଜାଣିପାରିନଥିଲେ | ଝିଅକୁ ବନ୍ଚିଵାକୁ ଯାଇ ମା ବି ନିଆଁରେ ଜଳିଯାଇଥିଲେ | ମା ଝିଅଙ୍କୁ ଉଦ୍ଧାର କରିବାକୁ ଯାଇ ବାପା ଦୁର୍ଯ୍ୟୋଧନ ପୋଥାଳ ଗୁରୁତର ଭାବେ ପୋଡ଼ିଯାଇଛନ୍ତି | ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

   Related Posts