Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଗ୍ୟାସ ସିଲିଣ୍ଡର ଫାଟି ଜଳି ଗଲା ଘର ଗ୍ୟାସ, ତିନି ଜଣ ଆହତ ।

6/10/2019 at 10:52 PM

ସାଲେପୁର – ଗ୍ୟାସ ସିଲିଣ୍ଡର ଫାଟି ଜଳି ଗଲା ଘର।ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା କୁସମ୍ବୀ ଗାଁରେ ।

 ସାବେରା ବିବି ଘରେ ରୋଷାଇ କରୁଥିବା ସମୟରେ ଗ୍ୟାସ ଲିକ କରିଥିଲା । ଭୟରେ ସାବେରା ବିବି ସେଠାରୁ ପଳାଇଥିଲେ। କିଛି ସମୟ ଲିକ କରି ଗ୍ୟାସ ସିଲିଣ୍ଡର ଫାଟି ଥିଲା । ଟାଙ୍କି ଫାଟିବା ଫଳରେ ଚାଳ ଘର ପୋଡି ଯାଇଥିଲା ନିଆଁ ଲିଭାବାକୁ ସେହି ଗାଁର ସେକ ମୁନିର ଉଦ୍ଦିନ,ସେକ ତକିର ଉଦ୍ଦିନ, ସେକ ଲାଲ ଆହତ ହୋଇଥିଲେ। ସାଲେପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।ଏକ ବଡ଼ ଅଘଟଣ ରୁ ରକ୍ଷା ପାଇଗଲେ ପରିବାର ଲୋକ।

   Related Posts