Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ପୂର୍ବ ଶତ୍ରୁତା ଓ ଘରୋଇ କଳହକୁ କେନ୍ଦ୍ର କରି ଏସିଡ୍ ମାଡ଼

5/02/2020 at 11:20 PM

ରାଉରକେଲା୫/୨: ପୂର୍ବ ଶତ୍ରୁତା ଓ ଘରୋଇ କଳହକୁ କେନ୍ଦ୍ର କରି ଏସିଡ୍ ମାଡ଼ । ରାଉରକେଲା ବନ୍ଧମୁଣ୍ଡା ସେକ୍ଟର-A ରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ । ସମାନ୍ୟ ବଚସାକୁ କେନ୍ଦ୍ର କରି ପଡୋଶୀର ଏସିଡ୍ ମାଡ଼ରେ  ୬ଜଣ ଆହତ  ।  ଏସିଡି ମାଡରେ ସ୍ବାମୀ ସ୍ତ୍ରୀ ଓ ସେମାନଙ୍କ ମା ଗୁରୁତର ।  ଏସିଡି ମାଡ କରି ଘଟଣାସ୍ଥଳରୁ  ସନ୍ତୋଷ ସୋନୀ   ନାମକ ଯୁବକ  ଫେରାର । ରେଲୱେ କର୍ମଚାରୀ ଭାବେ କାମ କରୁଥିବା ନଗେନ୍ଦ୍ର ପାଣ୍ଡେ ତାଙ୍କ ସ୍ତ୍ରୀ  ଓ ମା ଗୁରୁତର ହୋଇଛନ୍ତି  ।

ଗୁରୁତର ଆହତ ମାନଙ୍କୁ  ପ୍ରଥମେ ବନ୍ଧମୁଣ୍ଡା  ପରେ ଆଇଜିଏଚରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ। ରାଉରକେଲା ବନ୍ଧମୁଣ୍ଡା ଏ ସେକ୍ଟରରେ ଗୋଟିଏ ପରିବାରର 5 ଜଣକୁ ହୋଇଛି ଏସିଡ଼ ମାଡ଼ । ସାମାନ୍ୟ ବଚସାରୁ ହୋଇଛି ଏସିଡ଼ ମାଡ଼ । ଗୁତୁତର ଅବସ୍ଥାରେ ରେଳ କର୍ମଚାରୀ ସ୍ବାମୀ ନାଗେନ୍ଦ୍ର ପାଣ୍ଡେ , ପତ୍ନୀ ସଂଙ୍ଗୀତା ପାଣ୍ଡେ, ନାଗେନ୍ଦ୍ର ପାଣ୍ଡେଙ୍କ ମାଁ ସୁଲୋଚନା ପାଣ୍ଡେ ପ୍ରଥମେ ବନ୍ଧମୁଣ୍ଡା ରେଳବାଇ ଡ଼।କ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

ନାଗେନ୍ଦ୍ରଙ୍କ ସାନ ଭାଇ ବିଦ୍ୟାକା’ ପାଣ୍ଡେ , ଘରର ବର୍ଷର 5ବର୍ଷର ଶିଶୁ ପୁତ୍ର ସହ ପଡ଼େ।ଶୀଙ୍କ ଙ୍କୁ ବନ୍ଧମୁଣ୍ଡା ରେଳବାଇ ଡ଼।କ୍ତରଖାନାରେ ଭର୍ତୀ କରାଯାଇଛି ।  ଏସିଡ଼ ମାଡ଼ କରିଥଥିବା ସନ୍ତୋଷ ସୋନୀକୁ ବନ୍ଧମୁଣ୍ଡା ପୋଲିସ ଖୋଜୁଥିବା ସହ ଘଟଣାର ତଦନ୍ତ କରୁଛି ।  ଏସିଡ଼ ମାଡ଼ କରିଥିବା ସନ୍ତୋଷ ସୋନୀ ପୁର୍ବରୁ ଚୋରା ସୁନା କିଣି ବିକା ରେ ଅନେକ ଥର ଜେଲ ଯାଇ ଜାମିନରେ ଆସିଛି ।

   Related Posts