ପିଚୁ ଟ୍ରକ୍ରୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ, ମାଫିଆ ସହ ଡ୍ରାଇଭର୍ ଓ ହେଲପର୍ ଫେରାର
6/01/2021 at 12:04 PM

ମୁନିଗୁଡା ୬।୧: କୋଟିଏ ଟଙ୍କାର ଗଞ୍ଜେଇ ଜବତ । ରାୟଗଡା ଜିଲ୍ଲା ମୁନିଗୁଡାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ ପିଚୁ ଟ୍ରକରୁ ଦୁଇ ଟନ୍ ରୁ ଅଧିକ ଗଞ୍ଜେଇ ଜବତ କରିଛି ଏସଟିଏଫ୍ । ଆନ୍ଧ୍ରପ୍ରଦେଶରୁ କଣ୍ଟାମାଳକୁ ଚାଲାଣ ହେଉଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବବୋଲି କୁହାଯାଉଛୁ । ଘଟଣାସ୍ଥଳରୁ ମାଫିଆଙ୍କ ସହ ଗାଡିର ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଛନ୍ତି ।
Related Posts
ରାସ୍ତା ପାର ହେବା ବେଳେ ଚାପି ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଯୁବତୀ
20 January 2021
ସମ୍ ହସ୍ପିଟାଲ୍ରେ ଜାରି ରହିଛି ଶତ ପ୍ରତିଶତ ଟୀକାକରଣ
20 January 2021
ଅଲୋଡା ହେଲା ଶିଶୁପତ୍ର, ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର
20 January 2021