ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ୍ ଜବତ, ଗାଡି ଛାଡି ଡ୍ରାଇଭର ଫେରାର

Published By : Prameya-News7 Bureau | January 28, 2021 IST

ଖୋର୍ଦ୍ଧା ୨୮।୧: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୋଡିପଡା ଟୋଲ୍ ଗେଟ୍ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ୍ ଜବତ ହୋଇଛି । ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଗଲେ ଡ୍ରାଇଭର ।

{"id":400030,"sizeSlug":"large","linkDestination":"none"}

ପିକଅପ୍ ଭ୍ୟାନ୍ ଜବତ କରି ତଦନ୍ତ ଜାରି ରଖିଛି ଜଙ୍କିଆ ପୋଲିସ । ୭୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.