ଗଞ୍ଜେଇ ବୋଝେଇ ହାଇଓ୍ବା ଜବତ : ଡ୍ରାଇଭର ଅଟକ

Published By : Prameya-News7 Bureau | October 12, 2019 IST

ବଲାଙ୍ଗୀର ୧୨।୧୦:  ବଲାଙ୍ଗୀର ଆରଟିଓ ଅଫିସ ଛକରେ ଗଞ୍ଜେଇ ବୋଝେଇ ହାଇଓ୍ବା ଟ୍ରକ୍ ଜବତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏସଡିପିଓଙ୍କ ନେତୃତ୍ବରେ ଟ୍ରକ୍‌କୁ ଜବତ କରିଛି ବଲାଂଗୀର ପୋଲିସ। ଟ୍ରକ୍ ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

{"id":169138}

ଟ୍ରକ୍‌ରୁ ୩୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଜଣାପଡିଥିବା ବେଳେ ମାଲକାନଗିରିରୁ ଭୁବନେଶ୍ବର ଯାଉଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.