Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପାଟପୁର ମେଡିକାଲରେ ତାଲା : ଫେରୁଛନ୍ତି ରୋଗୀ, ଦାଇତ୍ବହୀନତା ଅଭିଯୋଗ

5/05/2021 at 11:34 AM

ସାନଖେମୁଣ୍ଡି ୫।୫: ପାଟପୁର ମେଡ଼ିକାଲରେ ତାଲା । କିଛି ମେଡ଼ିକାଲ କର୍ମଚାରୀ ମଧ୍ୟ ଫାଟକ ସମ୍ମୁଖରେ ଠିଆ ହୋଇ ଥିବାର ଦେଖିବାକୁ ମିଳିଛି । ଅନେକ ରୋଗୀ ଆସି ଫେରି ଯାଉଛନ୍ତି । କିଏ ଟୀକା ଦେବାକୁ ଆସି ଫେରି ଯାଉଛି ତ କିଏ ଚିକିତ୍ସା ପାଇବା ଆଶାରେ ଆସି ବିଫଳ ହୋଇ ଅନ୍ୟତ୍ର ସ୍ଥାନାନ୍ତର ହେଉଛି । ଯାହାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ପ୍ରଶ୍ନ ଉଠୁଛି ପାଟପୁର ମେଡ଼ିକାଲ ଫାଟକରେ କାହିଁକି ତାଲା ପଡିଛି ।

ସରକାରୀ ଗାଇଡ଼ଲାଇନ ଅନୁଯାୟୀ ସ୍ବାସ୍ଥ୍ୟ ସେବା ୨୪ ଘଣ୍ଟା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । କିନ୍ତୁ କିଛି କର୍ମଚାରୀଙ୍କ ଦାଇତ୍ବହୀନତା ଯୋଗୁଁ ଏଭଳି ଘଟଣା ଘଟିଛି ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲାପାଳ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ହେଡ୍ କ୍ବାଟରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପାଟପୁର ମେଡ଼ିକାଲର ଡାକ୍ତର, ଫାର୍ମାସିଷ୍ଟ ସିକ୍ୟୁରିଟି କର୍ମଚାରୀ ହେଡ୍ କ୍ବାର୍ଟରରେ ରହୁ ନାହଁନ୍ତି ।

   Related Posts