Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ମେଡିସିନ୍ ଷ୍ଟୋରମାନଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ: ରୋଗର ଲକ୍ଷଣ ପଚାରି ଗ୍ରାହକମାନଙ୍କୁ ଔଷଧ ଦିଅନ୍ତୁ

22/04/2020 at 9:56 PM

ବ୍ରହ୍ମପୁର୨୨/୪: ମେଡିସିନ୍ ଷ୍ଟୋରମାନଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ। ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ରୋଗର ଲକ୍ଷଣ ପଚାରି ଔଷଧ ଦିଅନ୍ତୁ। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଜ୍ବର, ଥଣ୍ଡା, ଛିଙ୍କ  କିମ୍ବା କଫର ଲକ୍ଷଣ ଥିଲେ, ତୁରନ୍ତ ସଂପୃକ୍ତ ବ୍ୟକ୍ତି କିମ୍ବା ରୋଗୀ ସଂପର୍କରେ କୋଭିଡ୍ ସେଲ୍ କୁ ଜଣାଇବାକୁ ଟ୍ବିଟ ମାଧ୍ୟମରେ ଜିଲ୍ଲାପାଳ ସବୁ ମେଡିସିନ ଷ୍ଟୋରମାନଙ୍କୁ ପରାମର୍ଶ ଦେଇଛନ୍ତି।

   Related Posts