ଗଞ୍ଜାମ ଜିଲ୍ଲାରେ କୂଳ ଖାଉଛି ସମୁଦ୍ର ; ୨୬ ପରିବାର ବାସହରା
29/08/2018 at 10:46 PM

ଗଞ୍ଜାମ ୩୦/୮ : ଗଞ୍ଜାମ ଜିଲ୍ଲା ପୋଡମପେଟାରେ କୂଳ ଖାଉଛି ସମୁଦ୍ର । ଏଥିରେ ପାଖାପାଖି ୨୬ ପରିବାର ବାସହରା ହୋଇଛନ୍ତି । ଜୁଆର ପାଣି ଅନେକ ଘର ଦ୍ବାର ଭସାଇ ନେଇଯାଇଛି । ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ସମୁଦ୍ର କୂଳରେ ବସବାସ କରୁଥିବା ଲୋକମାନଙ୍କ ଘର ନଷ୍ଟ ହୋଇଯାଇଛି । ଘରର ଆସବାପତ୍ର ମଧ୍ୟ ଭାସିଯାଇଛି । ଏ ନେଇ ସମୁଦ୍ର କୂଳିଆବାସୀ ଆତଙ୍କିତ ହୋଇ ପଡିଛନ୍ତି ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021