ଗଞ୍ଜାମର ସବୁ ପଞ୍ଚାୟତ ଓ ଏନଏସି ଅଞ୍ଚଳରେ କୋଭିଡ୍ କେୟାର୍ ହୋମ୍ ପ୍ରସ୍ତୁତ : ଜିଲ୍ଲାପାଳ

Published By : Prameya-News7 Bureau | June 27, 2020 IST

ବ୍ରହ୍ମପୁର ୨୭।୬: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ଆଉ ଏକ ପଦକ୍ଷେପ । ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ଓ ଏନଏସି ଅଞ୍ଚଳରେ କୋଭିଡ୍ କେୟାର୍ ହୋମ୍ ପ୍ରସ୍ତୁତ ରହିଛି । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

{"id":292352,"sizeSlug":"large"}

କୋରନା ଲକ୍ଷଣ ଥିବା ରୋଗୀଙ୍କୁ ଏହି କେୟାର୍ ହୋମ୍ ରେ ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଛି । ଏହିସବୁ କେୟାର୍ ହୋମ୍ ରେ ଆବଶ୍ୟକୀୟ ଡାକ୍ତର ଏବଂ ଔଷଧ ମହଜୁଦ୍ ଥିବା ଜିଲ୍ଲାପାଳ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.