Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦୁବାଇରେ ଫଶିଛନ୍ତି ୧୮ ଓଡିଆ ଶ୍ରମିକ, ଶ୍ରମ ବିଭାଗର ଦୃଷ୍ଟି ଆକର୍ଷଣ ପରେ ବି ଫେରି ପାରୁନାହାନ୍ତି ଘରକୁ

25/07/2019 at 12:32 PM

ବ୍ରହ୍ମପୁର ୨୫|୭: ଦୁବାଇରେ ଫଶିଥିବା ୧୮ ଓଡ଼ିଆ ଶ୍ରମିକ ଘରକୁ ଫେରି ପାରୁନାହାନ୍ତି । ସେମାନେ ଏବେ ବି ନିର୍ଯାତନାର ଶିକାର ହେଉଛନ୍ତି । ଏମାନେ ସମସ୍ତେ ଗଞ୍ଜାମ ଖଲ୍ଲିକୋଟର ମାଣିକପୁର, କଇରାସି, ବାଣିଆ ଅଞ୍ଚଳର । ୭ ମାସ ତଳେ ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଏମାନେ ଦୁବାଇ ଯାଇଥିଲେ । ତେବେ ସେଠାରେ କମ୍ପାନୀ କର୍ତ୍ତୃପକ୍ଷ ବେତନ ଦେବା ବଦଳରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏମାନେ ଭୋକ ଉପବାସରେ ପଡିଛନ୍ତି ।

ଏହି ଖବର ପ୍ରଥମେ ନ୍ୟୁଜ୍ ୭ରେ ପ୍ରସାରଣ ହୋଇଥିଲା । ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଥିଲା ଶ୍ରମ ବିଭାଗ । କିନ୍ତୁ ଏବେ ଯାଏଁ ସେମାନଙ୍କୁ ଉଦ୍ଧାର କରା ଯାଇପାରିନାହିଁ  । ଏବେ ପୁଣି ଥରେ ଦୁବାଇରୁ ବିକଳ ହୋଇ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି ସେଠାରେ ଫଶିଥିବା ଶ୍ରମିକ ।

   Related Posts