Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉରେ ଏକର ଏକର ଗଞ୍ଜେଇ ଗଛ ନଷ୍ଟ

25/11/2019 at 2:29 PM

ଲମତାପୁଟ  ୨୫।୧୧: କୋରାପୁଟ  ଲମତାପୁଟ ବ୍ଲକ ରେ ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଚଡାଉରେ ୧୦୦ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ବାକି ରହିଥିବା ଗଛକୁ ସଧ୍ୟା ସୁଧା  ନଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି । 

ସୂଚନାଯୋଗ୍ୟ ଯେ , ଆଜି  ସକାଳ ସମୟରେ  ଲମତାପୁଟ ବ୍ଲକ ର ମହାଡା ଗାଁ ନିକଟ ରେ ଅବକାରୀ ବିଭାଗ ଏବଂ ପୋଲିସ ମିଳିତଭାବେ ଚଡାଉ କରି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବନବିଭାଗ ଓ ମାଛକୁଣ୍ଡ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।  ସୁରକ୍ଷା ଦୃଷ୍ଟିରୁ  DVF  ଓ RPF ର ଫୋର୍ସ ମୁତୟନ କରାଯାଇଛି ।

ଗଞ୍ଜେଇ ଚୋରା ଚାଲାଣ ପାଇଁ ଚର୍ଚାରେ ରହିଆସୁଥିବା ଲମତାପୁଟ ବ୍ଲକ  ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି ।  ପୋଲିସ ର ସୂଚନା ଅନୁଯାଇ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ହେଲେ ଚାଷକୁ ନଷ୍ଟ କରିବାକୁ ପଡିବ । ସେଥିପାଇଁ ଆଜିଠାରୁ ଅପ୍ରେସନ ଗ୍ରୀନ ଆରମ୍ଭ ହୋଇଛି ।  ଉପାନ୍ତ ଅଞ୍ଚଳରେ ମାଓବାଦୀ ଙ୍କ ଦବଦବା ଥିବାରୁ ଅଞ୍ଚଳର ଚାଷୀ ଏହାର ଭଲ ଫାଇଦା ଉଠାଉଛନ୍ତି । ଗ୍ରାମ ନିକଟର  ବିଲ ନିକଟରେ ବିନା ଭୟରେ ଗଞ୍ଜେଇ ଚାଷ କରିବାକୁ ସାହସ କରୁଛନ୍ତି ।  ଲମତାପୁଟ ବ୍ଲକ ଗଞ୍ଜେଇ ମଫିଆଙ୍କ ଆଡ୍ଡା ସ୍ଥଳି ହୋଇଥିବାରୁ ଏହା ଉପରେ ନଜର ରଖିଛନ୍ତି ବୋଲି ଜିଲ୍ଲୀ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି  ।   

   Related Posts