ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଓ ହେଲ୍‌ପର ଫେରାର

Published By : Prameya-News7 Bureau | June 06, 2020 IST

ବୌଦ୍ଧ ୦୬।୦୬: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଶୀରମାଳ ଗ୍ରାମ ନିକଟରେ ଗଞ୍ଜେଇ ଜବତ । ବନ ବିଭାଗର ଟିମ୍‌ ଏକ ବୋଲେରୋ ମାକ୍ସ ଗାଡି ଉପରେ ଚଢ଼ାଉ କରି ୧୧ ବସ୍ତା ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇ ପ୍ରାୟ ୩ କ୍ୱିଣ୍ଟାଲ ହେବ ବୋଲି ବନ ବିଭଗ ଅନୁମାନ କରୁଛି । ବନ ବିଭାଗ ଜବତ ଗଞ୍ଜେଇ ଓ ଗାଡିକୁ କଣ୍ଟାମାଳ ପୋଲିସକୁ ହସ୍ତାନ୍ତର କରିଛି । ଗାଡିର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.