ରାଜଧାନୀରୁ ପୁଣି ଗଞ୍ଜେଇ ଜବତ, ଥାନାରେ ୬ ଅଟକ
21/09/2020 at 3:25 PM

ଭୁବନେଶ୍ବର୨୧/୯: ରାଜଧାନୀରୁ ପୁଣି ଗଞ୍ଜେଇ ଜବତ।ତମାଣ୍ଡୋ ଥାନା ଅଞ୍ଚଳରୁ ଚୋରା କାର୍ ସହ ଗଞ୍ଜେଇ ଜବତ କରିଛି କମିଶନରେଟ ପୋଲିସ।ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୬ ଅଟକ ରହିଛନ୍ତି। ଡିସିପି ଉମାକାନ୍ତ ଦାଶ ଏ ସଂପର୍କରେ ସୂଚନା ଦେଇଛନ୍ତି। କରୋନା ଲକ୍ଡାଉନ ଏବଂ ସଟଡାଉନ୍ରେ ମଧ୍ୟ ରାଜଧାନୀରେ ବେଧଡ଼କ ନିଶା କାରବାର ଚାଲିଥିଲା। ସେହିପରି କରୋନା ଲକ୍ଡାଉନ୍ ଏବଂ ସଟଡାଉନ୍ କୋହଳ ହେବା ପରେ ମଧ୍ୟ ନିଶା କାରବାର ସେହିପରି ରାଜଧାନୀରେ ଚାଲିଛି।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021