ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ନବରଙ୍ଗପୁରରେ ବସ୍ ରେ ଗଞ୍ଜେଇ ଚାଲାଣ ବେଳେ ଜବତ

31/08/2018 at 11:19 PM

ନବରଙ୍ଗପୁର ୧|୯:   ବସ୍ ରେ ଗଞ୍ଜେଇ ଚୋରାରେ ଚାଲାଣ ବେଳେ ଜବତ ହୋଇଛି । ନବରଙ୍ଗପୁର ନୂଆ ବସ୍ ଷ୍ଟାଣ୍ଡରୁ ଗଞ୍ଜେଇକୁ ଜବତ କରିଛି ପୋଲିସ । ନରେଶ ନାମକ ଯାତ୍ରୀବାହୀ ବସରେ ୩ଟି ବ୍ୟାଗ୍ ରେ ଭର୍ତ୍ତି ହାେଇ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ ହୋଇଛି । ଏହି ବସଟି ଜୟପୁରରୁ ରାୟପୁର ଯାଉଥଲା । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

   Related Posts