ନବରଙ୍ଗପୁରରେ ବସ୍ ରେ ଗଞ୍ଜେଇ ଚାଲାଣ ବେଳେ ଜବତ

Published By : Prameya-News7 Bureau | August 31, 2018 IST

ନବରଙ୍ଗପୁର ୧|୯:   ବସ୍ ରେ ଗଞ୍ଜେଇ ଚୋରାରେ ଚାଲାଣ ବେଳେ ଜବତ ହୋଇଛି । ନବରଙ୍ଗପୁର ନୂଆ ବସ୍ ଷ୍ଟାଣ୍ଡରୁ ଗଞ୍ଜେଇକୁ ଜବତ କରିଛି ପୋଲିସ । ନରେଶ ନାମକ ଯାତ୍ରୀବାହୀ ବସରେ ୩ଟି ବ୍ୟାଗ୍ ରେ ଭର୍ତ୍ତି ହାେଇ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ ହୋଇଛି । ଏହି ବସଟି ଜୟପୁରରୁ ରାୟପୁର ଯାଉଥଲା । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.