Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କଟକ ରେଳ ଷ୍ଟେସନରୁ ଦେଢ଼ ଲକ୍ଷ ଟଙ୍କାର ଗଂଜେଇ ଜବତ

2/08/2018 at 6:32 AM

କଟକ ରେଳ ଷ୍ଟେସନରୁ ଦେଢ଼ ଲକ୍ଷ ଟଙ୍କାର ଗଂଜେଇ ଜବତ ହୋଇଛି | ପୁରୀ ପାଟଣା ଏକ୍ସପ୍ରେସରୁ ଜବତ କରିଛି କଟକ ଜିଲ୍ଲା ଅବକାରୀ ବିଭାଗ ପୋଲିସ | ଭାଙ୍ଗ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ | ଗିରଫ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ଗୋକୁଳପୁର ଅଂଚଳର ମାନସ ରଞ୍ଜନ ସିଂ | ପୋଲିସ ମାନସକୁ ପଚରାଉଚୁରା କରୁଛି | ପଚରାଉଚୁରା କଲା ପରେ ମାନସକୁ କୋର୍ଟ ଫୋର୍ବର୍ଡ କରାଯିବ ବୋଲି ପୋଲିସ ସୂଚନା ଦେଇଛି |

   Related Posts