Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନବରଙ୍ଗପୁର ଯାତ୍ରୀବାହୀ ବସରୁ ଗଂଜେଇ ଜବତ

1/09/2018 at 12:47 AM

ନବରଙ୍ଗପୁର ୧/୯ : ନବରଙ୍ଗପୁର ନୂଆ ବସ ଷ୍ଟାଣ୍ଡରେ ଏକ ବସରୁ ଜଙ୍ଗେଇ ଜବତ କରିଛି ପୋଲିସ | ନରେଶ ନାମକ ଯାତ୍ରୀବାହୀ ବସରୁ ୩ ବ୍ୟାଗ ଗଂଜେଇ ଜବତ କରିଛି ପୋଲିସ | ବସଟି ଜୟପୁରରୁ ରାୟପୁର ଯାଉଥିଲା | ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି |

   Related Posts