ନବରଙ୍ଗପୁର ଯାତ୍ରୀବାହୀ ବସରୁ ଗଂଜେଇ ଜବତ
1/09/2018 at 12:47 AM

ନବରଙ୍ଗପୁର ୧/୯ : ନବରଙ୍ଗପୁର ନୂଆ ବସ ଷ୍ଟାଣ୍ଡରେ ଏକ ବସରୁ ଜଙ୍ଗେଇ ଜବତ କରିଛି ପୋଲିସ | ନରେଶ ନାମକ ଯାତ୍ରୀବାହୀ ବସରୁ ୩ ବ୍ୟାଗ ଗଂଜେଇ ଜବତ କରିଛି ପୋଲିସ | ବସଟି ଜୟପୁରରୁ ରାୟପୁର ଯାଉଥିଲା | ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି |
Related Posts
କମିଲା ତାତି, ୬ରୁ ପୁଣି ବଢିବ : ୪୨ ଡିଗ୍ରୀ ଛୁଇଁବ ପାରଦ !
3 March 2021