Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

୪୩କେଜି ଗଞ୍ଜେଇ ଜବତ କଲା ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ, ୨ ଗିରଫ

3/04/2019 at 3:22 PM

କଟକ ୩|୪ : କଟକର ବିଭିନ୍ନ ସ୍ଥାନରେ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ବେଳେ ୪୩ କେଜି ଗଞ୍ଜେଇ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ କନ୍ଧମାଳର ସରୋଜ କୁମାର ବେହେରା ଓ ରାଜସ୍ଥାନର ଭାଗିରଥୀ ରାମ୍ । ଏମାନେ କଟକର ବିଭିନ୍ନ ସ୍ଥାନକୁ ଚୋରା ଗଞ୍ଜେଇ ଚୋରାରେ ଚାଲାଣ କରୁଥିଲେ ।

   Related Posts