୪୩କେଜି ଗଞ୍ଜେଇ ଜବତ କଲା ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ, ୨ ଗିରଫ

Published By : Prameya-News7 Bureau | April 03, 2019 IST

କଟକ ୩|୪ : କଟକର ବିଭିନ୍ନ ସ୍ଥାନରେ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ବେଳେ ୪୩ କେଜି ଗଞ୍ଜେଇ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ କନ୍ଧମାଳର ସରୋଜ କୁମାର ବେହେରା ଓ ରାଜସ୍ଥାନର ଭାଗିରଥୀ ରାମ୍ । ଏମାନେ କଟକର ବିଭିନ୍ନ ସ୍ଥାନକୁ ଚୋରା ଗଞ୍ଜେଇ ଚୋରାରେ ଚାଲାଣ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.