ନୀଳଗିରି ବରମପୁର ଅଞ୍ଚଳରୁ ୨୯ କିଲୋ ଗଞ୍ଜେଇ ଜବତ । ବାଲେଶ୍ବର ଅବକାରୀ ବିଭାଗ ଚଢାଉ କରି ୨୯ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଅବକାରୀ ଇନିସସ୍ପେକ୍ଟରଙ୍କ ନେତୃତ୍ବରେ ଏକ ଟିମ ବରମପୁର ଅଞ୍ଚଳରେ ଥିବା ଏକ ଘରେ ଚଢାଉ କରିଥିଲା ।

LEAVE A REPLY

Please enter your comment!
Please enter your name here