Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଟ୍ରେନରେ ଚାଲଣବେଳେ ବ୍ରହ୍ମପୁର ରେଳ ଷ୍ଟେସନରୁ ୨୦ କିଲୋ ଗଞ୍ଜେଇ ଜବତ

23/09/2019 at 8:05 PM

ବ୍ରହ୍ମପୁର -ବ୍ରହ୍ମପୁର ରେଳ ଷ୍ଟେସନରେ ଆର୍‌ପିଏଫ୍‌ ଓ ସିପିଡିଏସ୍‌ ଟିମ୍‌ର ଚଢାଉ ଚଢଉ । ୨୦ କିଲୋ ଗଞେଇ ଜବତ ।ଏହି ଟିମ୍‌ ୪ ଜଣ ନିଶାକାରବାରୀଙ୍କୁ ଧରି ଜି ଆର୍ ପି କୁ କରିଲେ ହସ୍ତାନ୍ତର କରିଛନ୍ତି ।

ଟ୍ରେନରେ ଚାଲାଣ ହେବାକୁ ଥିବା ୨୦ କିଲୋ ଗଞ୍ଜେଇ ଜବତ ହୋଇଛି । ୨୦ କିଲୋ ଗଞେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।ଏହି ଗଞ୍ଜେଇ ବିଶାଖାପାଟଣା ଚାଲାଣ ବେଳେ ସୂଚନା ମିଳିବାରୁ ଚଢଉ କରାଯାଇଥିଲା ।

   Related Posts