ଟ୍ରେନରେ ଚାଲଣବେଳେ ବ୍ରହ୍ମପୁର ରେଳ ଷ୍ଟେସନରୁ ୨୦ କିଲୋ ଗଞ୍ଜେଇ ଜବତ

Published By : Prameya-News7 Bureau | September 23, 2019 IST

ବ୍ରହ୍ମପୁର -ବ୍ରହ୍ମପୁର ରେଳ ଷ୍ଟେସନରେ ଆର୍‌ପିଏଫ୍‌ ଓ ସିପିଡିଏସ୍‌ ଟିମ୍‌ର ଚଢାଉ ଚଢଉ । ୨୦ କିଲୋ ଗଞେଇ ଜବତ ।ଏହି ଟିମ୍‌ ୪ ଜଣ ନିଶାକାରବାରୀଙ୍କୁ ଧରି ଜି ଆର୍ ପି କୁ କରିଲେ ହସ୍ତାନ୍ତର କରିଛନ୍ତି ।

ଟ୍ରେନରେ ଚାଲାଣ ହେବାକୁ ଥିବା ୨୦ କିଲୋ ଗଞ୍ଜେଇ ଜବତ ହୋଇଛି । ୨୦ କିଲୋ ଗଞେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।ଏହି ଗଞ୍ଜେଇ ବିଶାଖାପାଟଣା ଚାଲାଣ ବେଳେ ସୂଚନା ମିଳିବାରୁ ଚଢଉ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.