Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ଗ୍ୟାଙ୍ଗଷ୍ଟର ଟିଟୋର ସାନଭାଇଙ୍କୁ ଜାରି ହେଲା ନୋଟିସ୍‌

8/03/2020 at 10:13 PM

କେନ୍ଦ୍ରାପଡ଼ା୮/୩: ଗ୍ୟାଙ୍ଗଷ୍ଟର ଟିଟୋର ସାନଭାଇ ସୟଦ ଇମରାନ ଅଲ୍ଲୀ ଓରଫ୍ ସପୋକୁ କେନ୍ଦ୍ରାପଡ଼ା ଟାଉନ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ଟାଉନ ପୋଲିସର ଏକ ଟିମ୍  ସପୋର ଦିଲାରପୁର ସ୍ଥିତ ଘରେ ପହଞ୍ଚି ତାର ପରିବାର ଲୋକଙ୍କୁ ନୋଟିସ ଦେଇଛି। ପୂର୍ବରୁ ବିଭିନ୍ନ ମାମଲାରେ ଏସଟିଏଫ୍ ଦ୍ବାରା ଗିରଫ ହୋଇ ସପୋ ଜାମିନରେ ଅଛି। ଜାମିନ ସର୍ତ୍ତ ଖିଲାପ କରିଥିବାରୁ ଟାଉନ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ଜାମିନରେ ଆସିବା ପରେ ସ୍ଥାନୀୟ ଥାନାରେ ପ୍ରତି ବୁଧବାର ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସପୋ ଏହି ନିର୍ଦ୍ଦେଶକୁ ଅମାନ୍ୟ କରିଥିଲା।

   Related Posts