Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଗ୍ୟାଙ୍ଗଷ୍ଟର ଟିଟୋର ପଲିଟିକାଲ ଲିଙ୍କ ନେଇ ବିଜେଡିକୁ ପୁଣି ଟାର୍ଗେଟ କରିଛି ବିଜେପି

29/07/2018 at 11:13 AM

ଗ୍ୟାଙ୍ଗଷ୍ଟର ଟିଟୋର ପଲିଟିକାଲ ଲିଙ୍କ ନେଇ ବିଜେଡିକୁ ପୁଣି ଟାର୍ଗେଟ କରିଛି ବିଜେପି । ବିଜେଡି ସହ ଟିଟୋର ସମ୍ପର୍କ ନେଇ ଆରୋପ ଆଣିଲା ବିଜେପି । ସରକାରୀ ଛତ୍ର ଛାୟା ତଳେ ରହି ଟିଟୋ ତାର ସାମ୍ରାଜ୍ୟ ବିସ୍ତାର କରିଥିବା ବିଜେପି ଅଭିଯୋଗ କରିଛି । ଏପରିକି ଟିଟୋକୁ ମଞ୍ଜିରୁ ମହାଦ୍ରୁମ କରିଛି ବିଜେଡି । ଏଥିରେ କେଉଁ ନେତାମାନେ ସମ୍ପୃକ୍ତ ତାହା ରାଜ୍ୟବାସୀ ଜାଣିଛନ୍ତି । ଏହାର ତଦନ୍ତ ହେବା ତାଙ୍କ ବିରୋଧରେ ଫୌଜଦାରୀ ମାମଲା ହେବା ଆବଶ୍ୟକ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସେପଟେ ବିଜେପି ଆରୋପର ଜବାବ ରଖିଲା ବିଜେଡି । ଅପରାଧୀମାନେ ବଡ ଗଛର ଆଶ୍ରା ଖୋଜୁଛନ୍ତି । କେଉଁ କାର୍ଯ୍ୟକ୍ରମରେ କିଏ ପଛରେ ଆସି ଛିଡା ହେଲା ଆମର ସେଥିରେ କିଛି କହିବାର ନାହିଁ । ଏମିତି ବହୁତ ଲୋକ ଦଳୀୟ କାର୍ଯ୍ୟକ୍ରମରେ ଆସୁଛନ୍ତି । ବିଜେଡି କିମ୍ବା ନବୀନ ବାବୁ ଅପରାଧୀଙ୍କୁ ପୃଷ୍ଠପୋଷକତା ଦିଅନ୍ତିନି । ଗତକାଲି ଗିରଫ ହୋଇଥିବା ଟିଟୋର ସହଯାଗୀ ବାପୁ ବିଜେଡିର କୌଣସି ସଙ୍ଗଠନରେ ନଥିଲେ କି ବିଜେଡିର କର୍ମକର୍ତ୍ତା ନଥିଲେ ବୋଲି ବିଜେଡି ଯୁବ ନେତା ସମ୍ବିତ ରାଉତରାୟ କହିଛନ୍ତି

   Related Posts