ଗ୍ୟାଗଂଷ୍ଟର ଟିଟୋ ଲିଙ୍କ ମାମଲାରେ ଅଟକ ଥିବା ୮ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ

Published By : Prameya-News7 Bureau | July 18, 2018 IST

ଗ୍ୟାଗଂଷ୍ଟର ଟିଟୋ ଲିଙ୍କ ମାମଲାରେ ଅଟକ ଥିବା ୮ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚର ଏସ ଟୀ ଏଫ , ଆଉ ଚାରି ଜଣଙ୍କୁ ଛାଡି ଦେଇଛି କ୍ରାଇମ ବ୍ରାଞ୍ଚ | ଗିରଫ ଚାରି ଜଣ ହେଲେ ଗୋଲଡେନ ପପୁ ,ଶେଖ ଅବଦୁଲ୍ଲାହ , ଇମ୍ଟ୍ୟାଜ଼ ଖାଁ ଓ ଶେଖ ଜାହାଙ୍ଗୀର | ଆଉ ଚାରି ଜଣଙ୍କୁ ଦରକାର ପଡିଲେ ସେମାନଙ୍କୁ ଡାକି ପୁଣି ଥରେ ପଚାର ଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ ବ୍ରାଞ୍ଚର ଡୀ ଆଇ ଜି ହିମାଂଶୁ ଲାଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.