Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଗ୍ୟାଗଂଷ୍ଟର ଟିଟୋ ଲିଙ୍କ ମାମଲାରେ ଅଟକ ଥିବା ୮ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ

18/07/2018 at 10:14 AM

ଗ୍ୟାଗଂଷ୍ଟର ଟିଟୋ ଲିଙ୍କ ମାମଲାରେ ଅଟକ ଥିବା ୮ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚର ଏସ ଟୀ ଏଫ , ଆଉ ଚାରି ଜଣଙ୍କୁ ଛାଡି ଦେଇଛି କ୍ରାଇମ ବ୍ରାଞ୍ଚ | ଗିରଫ ଚାରି ଜଣ ହେଲେ ଗୋଲଡେନ ପପୁ ,ଶେଖ ଅବଦୁଲ୍ଲାହ , ଇମ୍ଟ୍ୟାଜ଼ ଖାଁ ଓ ଶେଖ ଜାହାଙ୍ଗୀର | ଆଉ ଚାରି ଜଣଙ୍କୁ ଦରକାର ପଡିଲେ ସେମାନଙ୍କୁ ଡାକି ପୁଣି ଥରେ ପଚାର ଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ ବ୍ରାଞ୍ଚର ଡୀ ଆଇ ଜି ହିମାଂଶୁ ଲାଲ

   Related Posts