ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ରିମାଣ୍ଡରେ ନେଇପାରେ ପୋଲିସ

Published By : Prameya-News7 Bureau | July 28, 2018 IST

ଗ୍ୟାଙ୍ଗଷ୍ଟର ଟିଟୋକୁ କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ହାଜର କଲା କେନ୍ଦ୍ରାପଡା ପୋଲିସ | ଅଦୁର ରହମାନ ଭାଇ ଆକ୍ରମଣ ଘଟଣାରେ ଟିଟୋକୁ ପୁଣି ଥରେ ରିମାଣ୍ଡରେ ଆଣିପାରେ ପୋଲସ | ତେବେ ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲାରେ ଘନିଷ୍ଠ ସହଯୋଗୀ ବାବୁ ପରିଡାର ରିମାଣ୍ଡ ଅବଧି ଶେଷ ହୋଇଛି | ବାବୁକୁ ଆଜି ରାଜନଗର ଜେଏମଏଫସି କୋର୍ଟରେ ହାଜର କରାଇବା ଏସ୍ଟିଏଫ | ୭ କୋଟି ଟଙ୍କାର ଟେଣ୍ଡର ଫିକସିଂ ମାମଲାରେ ଟିଟୋକୁ ରାଜନଗର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.