Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ରିମାଣ୍ଡରେ ନେଇପାରେ ପୋଲିସ

28/07/2018 at 10:03 AM

ଗ୍ୟାଙ୍ଗଷ୍ଟର ଟିଟୋକୁ କେନ୍ଦ୍ରାପଡା ଏସଡିଜେଏମ କୋର୍ଟରେ ହାଜର କଲା କେନ୍ଦ୍ରାପଡା ପୋଲିସ | ଅଦୁର ରହମାନ ଭାଇ ଆକ୍ରମଣ ଘଟଣାରେ ଟିଟୋକୁ ପୁଣି ଥରେ ରିମାଣ୍ଡରେ ଆଣିପାରେ ପୋଲସ | ତେବେ ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲାରେ ଘନିଷ୍ଠ ସହଯୋଗୀ ବାବୁ ପରିଡାର ରିମାଣ୍ଡ ଅବଧି ଶେଷ ହୋଇଛି | ବାବୁକୁ ଆଜି ରାଜନଗର ଜେଏମଏଫସି କୋର୍ଟରେ ହାଜର କରାଇବା ଏସ୍ଟିଏଫ | ୭ କୋଟି ଟଙ୍କାର ଟେଣ୍ଡର ଫିକସିଂ ମାମଲାରେ ଟିଟୋକୁ ରାଜନଗର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା |

   Related Posts