Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ବାଣୀବିହାରରେ ପୁଣି ଉତ୍ତେଜନା, ୨ ଛାତ୍ର ଗୋଷ୍ଠୀ ଓ ପୋଲିସ ମଧ୍ୟରେ ସଂଘର୍ଷ

25/09/2018 at 3:10 AM

ଭୁବନେଶ୍ୱର ୨୪/୯: ବାଣୀବିହାରରେ ପୁଣି ଉତ୍ତେଜନା । ୨ ଛାତ୍ର ଗୋଷ୍ଠୀ ଓ ପୋଲିସ ମଧ୍ୟରେ ସଂଘର୍ଷ । ୨ ଛାତ୍ର ଅଟକ । ବାଣୀବିହାରରେ ଫାର୍ମାସୀ ଛାତ୍ର ମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ପୋଲିସ ଓ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ବିରୋଧ କରିଛିଲେ । ଫଳରେ ୨ ଛାତ୍ରଗୋଷ୍ଠୀ ଓ ପୋଲିସ ମଧ୍ୟରେ ଠେଲାପେଲା ଓ ମାରପିଟ ହୋଇଥିଲା । ମାମଲାରେ ପୋଲିସ ୨ଜଣ ଛାତ୍ରଙ୍କୁ ଅଟକ ରଖି ପଚରା ଉଚରା ଜାରି ରିଖିଛି ।

   Related Posts