ଆଖି ବୁଜିଲେ ଗଣଦୁଷ୍କର୍ମ ପୀଡିତା
20/12/2018 at 1:58 PM

ଜୟପୁର ୨୦|୧୨: ଆଖି ବୁଜିଲେ ଗଣଦୁଷ୍କର୍ମ ପୀଡିତା । ମହିଳାଙ୍କ ସ୍ବାମୀ ମାନସିକ ରୋଗୀ ହୋଇଥିବା ବେଳେ ସେହିଗାଁର ଦୁଇ ଜଣ ଯୁବକ ତାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଥିଲେ । ଗତ ୫ ତାରିଖରେ ଘଟିଥିଲା ଏଭଳି ଏକ ଲଜ୍ଜାଜନକ ଘଟଣା । ଗୁରୁତର ଅବସ୍ଥାରେ ଜୟପୁର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ କୋମାକୁ ପଳାଇଥିଲେ । ତେବେ ଆଜି ସେ ଆଖି ବୁଜିଛନ୍ତି । ଦୁଇ ଅଭିଯୁକ୍ତ କମଳୁ ଲୋଚନ ଦଣ୍ଡସେନା ଓ ରମେଶ ଦଣ୍ଡସେନାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021